ads

Breaking News

ସୁର ସେଠୀ ହଟାଅ , କାକଟ ପୂର ବଞ୍ଚାଅ

କେର୍ଣାକ----- ପୁରୀ ଜିଲ୍ଲା ଗୋପବ୍ଲକ ଦେସ୍ଥଳୀ ଗ୍ରାମ ପଡିଆରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ  ହଟାଇବା ଦାବିରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।  ସୁର ସେଠୀ ଜଣେ ବୃଦ୍ଧ ହୋଇଗଲେଣି । ତାଙ୍କ ବଦଳରେ କାକଟପୁର ନିର୍ବାଚନ ମଣ୍ତଳୀରେ ଆଗାମୀ ଦିନରେ
ସ୍ଥାନୀୟ ଯୁବ ପ୍ରତିନିଧୀ କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁଯୋଗ ଦେବାକୁ ଉପସ୍ଥିତ କର୍ମୀ ମାନେ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧିନ କୁମାର ନାୟକ.ବନାଖଣ୍ତି ପଂଚାୟତର ପୂର୍ବତନ ସରପଞ୍ଚ ପୁଷ୍ପାରାଣୀ ସ୍ବାଇଁ. କୋଣାର୍କ ଏନ.ଏ.ସି ର ୧୧ କାଉନସିଲର ରଞ୍ଜିତ କୁମାର ରାଉତ ରାୟ.  ଇସଶାଣ ପୁର ପୂର୍ବତନ ସମିତିସଭ୍ୟ ଅଗଣୀ ସ୍ବାଇଁ.ବଉଲାଙ୍ଗ ପୂର୍ବତନ ସରପଞ୍ଚ ଉପ୍ରେନ୍ଦ୍ର ପ୍ରଧାନ.ସୋରଭା ପାତ୍ର. ପୂରବତନ ସରପଞ୍ଚ ଯୁଧିଷ୍ଠିର ନାୟକ.ଧୂମାଳ ପଂଚାୟତର ଅଭିମନ୍ୟୁ ସିଂ ପ୍ରମୁଖ ଶତାଧିକ ବିଜେଡି କର୍ମି ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ପ୍ରକାଶ କରିଛନ୍ତି । ନିମାପଡାରୁ ଜୟନ୍ତ ସେଠୀ

ads

Blog Archive

Popular Posts