ads

Breaking News

ବୁଢ଼ାବାହାଲ ପଞ୍ଚାୟତ ରେ ଗଣ୍ଡା ସମାଜର ବୈଠକ

Ganda community meeting in Budhabahal panchayat.


ବଲାଙ୍ଗୀର:ସଇଁତଲା: ତାବୁଢ଼ାବାହାଲ ଗ୍ରାମ ପଞ୍ଚାୟତ ସ୍ଥାନୀୟ ଲକ୍ଷେ ଘର ଗଣ୍ଡା ସମାଜର ଏକ ଜରୁରୀ କାଳୀନ ବୈଠକ ହୋଇଥିଲା । ରଘୁମଣି ହରାପଲଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ ପରିଚାଳିତ ହୋଇଥିଲା । ସଭାର ମୁଖ୍ୟ ବକ୍ତା ଭାବରେ ପ୍ରଶାନ୍ତ କୁମାର ସୁନା ସମ୍ମାନିତ ବକ୍ତା ରୋହିତ ନାଗ ମୁଖ୍ୟ ଅତିଥି ରୋହିତ ବାଗ ସମ୍ମାନିତ ଅତିଥି ବାହାଦୂର ନାଗ ଉକ୍ତ ସଭାରେ ପୂର୍ବ ବୈଠକର ବିବରଣୀ ସମାଜର ସମ୍ପାଦକ ନେପାଳ ସୁନା ପଠନ କରିଥିଲେ । ପରେ ନୂତନ କର୍ମ କର୍ତ୍ତା ନିର୍ବାଚିତ କରାଯାଇଥିଲା । ସଭାପତି ରଘୁମଣି ହରାପଲ ଓ ସମ୍ପାଦକ ନେପାଳ ସୁନା କୋଷାଧ୍ୟକ୍ଷ ଡଂମ୍ବରୁ ଧର କୁମ୍ଭାର ଉପ ସଭାପତି ରୋହିତ ବାଗ ସହ ସମ୍ପାଦକ ରୋହିତ ନାଗ ଓ ସଭ୍ୟ ମଦନ ନାଗ ପ୍ରମୋଦ ସୁନା ସନ୍ତୋଷ ନାଗ ବାହାଦୂର ନାଗ ଆଲୋକ ହର ପାଳ ରାକେଶ ବାଗ ମନ୍ତୁ ନାଗ ସାଧୁରାମ ମହାନନ୍ଦ ସୌଭାଗ୍ୟ ଛତ୍ରୀଆ ବିଭୁ ମହାନନ୍ଦ ସୁଷେନ ବାଗ ମୋହନ ସୁନା କିଶୋର ନାଗ ଶତ୍ରୁଘନ ସୁନା ଶେଷରେ ବିଭୁ ପ୍ରସାଦ ମହାନନ୍ଦ ଧନ୍ୟବାଦ ଦେଇ ସଭା ସମାସ୍ତ କରିଥିଲେ ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ,୬/୫/୨୦୨୨---୬,୦୦ Sakhigopal News,6/5/2022

ads

Blog Archive

Popular Posts