ads

Breaking News

କାଯ୍ୟାଳୟର ସମସ୍ତ ବିଭାଗର ସମୀକ୍ଷା କଲେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ

 Deputy District Magistrate Rajendra Minj reviewed all sections of the office.
ଭଞ୍ଜନଗର--ଭଞ୍ଜନଗର ଉପଜିଲ୍ଲପାଳ  ରାଜେନ୍ଦ୍ର ମିଞ୍ଜ ଶୁକ୍ରବାର  କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ ରାଜସ୍ବ, ସୈରତ, ବିଚାର ବିଭାଗ, ସାମାଜିକ ସୁରକ୍ଷା, ଇଲେକ୍ସନ, ଓଏଲାର, ଗ୍ରାମ ପଞ୍ଚାୟତ, ଆ ଟି ଆ ଇ, ଜାତି ଜନ ଜାତି ସହ ପ୍ରତ୍ୟେକ ବିଭାଗ ର ସମୀକ୍ଷା କରିଛନ୍ତି। ଏଥିରେ ପ୍ରତ୍ୟେକ ବିଭାଗ ଅଧିକାରୀ ଓ କର୍ମଚାରୀ ସମସ୍ତ ନିଜର ବିଭାଗର ସମନ୍ଧିତ କାଗଜ ପତ୍ର ଉପଜିଲ୍ଲପାଳଙ୍କ ନିକଟରେ ଉପସ୍ଥାପିତ କରିଥିଲେ। ଏଥିଲେ ଉପଜିଲ୍ଲାପାଳ ପ୍ରତ୍ୟେକ ବିଭାଗର କାଗଜ ପତ୍ର ଅନୁସନ୍ଧାନ କରି ସଠିକ୍ ଭାବରେ ଏବଂ ଠିକ୍ ସମୟରେ କାଯ୍ୟ ସମ୍ପାଦନ କରିବା ପାଇଁ ସମସ୍ତ ବିଭାଗ କୁ ନିର୍ଦେଶ ଦେଇଥିଲେ। ଏଥିରେ କାଯ୍ୟାଳୟର ସହାୟକ ଉପଜିଲ୍ଲାପାଳ ସଞ୍ଜୟ କୁମାର ସାହୁ, establishment ଅଫିସର ଅନିଲ କୁମାର ପଣ୍ଡା , ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ଯୋଗାଣ ଅଧିକାରୀ ଅସିତ୍ ମହାନ୍ତି, ଜନଜାତି ଅଧିକାରୀ ଅମିୟ କୁମାର ମିଶ୍ର, ସାମାଜିକ ସୁରକ୍ଷା ଅଧିକାରୀ  ଏସିଓ ଶବର, ଏବଂ ସବୁ ବିଭାଗର ବରିଷ୍ଠ ରାଜସ୍ବ ସହାୟକ ଓ କନିଷ୍ଠ ସହାୟକ  ଯୋଗ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୫/୨୦୨୨----୬,୨୦ Sakhigopal News,6/5/2022

ads

Blog Archive

Popular Posts