ads

Breaking News

ନା ବାଳିକା ନିଖୋଜ ;ଥାନାରେ ଅଭିଯୋଗ


No girl missing, police report

ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅଞ୍ଚଳର ଜଣେ ନା ବାଳିକା ନିଖୋଜ ହୋଇଥିବା ନେଇ ସତ୍ୟବାଦୀରେ ଥାନାରେ ନା ବାଳିକାଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳ ୯୭/୨୦୨୨ରେ ଏକ କେସରୁଜ କରି ତଦନ୍ତ ଜାରି ରଖିଛନ୍ତି । ସୁଚନାଯୋଗ୍ୟ ଯେ ଖାଇପିଇ ଶୋଇବା ପରେ ସକାଳୁ ଉଠି ଦେଖିଲା ବେଳକୁ ଝିଅ ନାହିଁ  ବୋଲି ଲିଖିତ ଅଭିଯୋଗରେ ଦର୍ଶାଯାଇଛି । ବହୁଖୋଜା ଖୋଜି କରିବା ପରେ ସନ୍ଦାନ ମିଳିଲା ଯେ ସାରଙ୍ଗଯୋଡିର ଗୁଆବାରୀ ବାଲିଓପର ଗ୍ରାମର ଜଣେଯୁବକ ମିଥ୍ୟା ପ୍ରଲୋଭନ ଦେଖାଇ ତାଙ୍କ ଝିଅକୁ ଅପହରଣ କରିଥିବା ନେଇ ଥାନାରେ ଜଣାଇଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୪/୨୦୨୨---୮,୧୦ 

Sakhigopal News, 3/4/2022

ads

Blog Archive

Popular Posts