ପୂର୍ବ ଶତ୍ରୁତାକୁ ନେଇ କଟୁରୀରେ ହାଣି ଯୁବକ ଗିରଫ
Hani youth arrested in Katuri over previous feud.
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ପାଣିଓରା ଗ୍ରାମରେ ଗର୍ନ୍ଦବ ସାହୁ ସେହି ଗ୍ରାମର ଦେବେନ୍ଦ୍ର ବେହେରାଙ୍କ ମୁଣ୍ଡକୁ ଏକ କଟୁରୀରେ ହାଣି ଦେଇଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ ସତ୍ୟବାଦୀ ପୋଲିସ ୯୨/୨୨ରେ ଏକ କେସରୁଜ କରି ଗର୍ନ୍ଦବ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୩/୪/୨୦୨୨----୭,୫୫ Sakhigopal News, 3/4/2022


