ପଥର ବାେଝେଇ ଟ୍ରାକ୍ଟରକୁ ଜବତ; ଡ୍ରାଇଭର ଗିରଫ
Stone-laden tractor seized; Driver arrested .
ଭଞ୍ଜନଗର---ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରିୟ ବନାଞ୍ଚଳ ଅଧିନ ଲାଠିପଡା ସେକସନରୁ ବେଆଇନ ଭାବେ ପଥର ଚୋରା ଚାଲାଣ ହେଉଥିଲା ।ପଥର ବେଝାେଇ କରି ଆଣୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇଙ୍କ ନିଦ୍ଧେର୍ଶ କ୍ରମେ କେନ୍ଦ୍ରିୟ ବନାଞ୍ଚଳ ଅଧିକ କାରୀ କୁମର ବେହେରା ଙ୍କ ନେତୃତ୍ବରେ ଲାଠିପଡା ସେକସନର ବନପାଳ ଅମ୍ରିତା କୁମାରୀ ଜେନା ଙ୍କ ସହ ଯୋଗରେ ଘଟଣାସ୍ଥଳରେ ପହଞ୍ଚି ପଥର ବାେଝେଇ ଟ୍ରାକ୍ଟରକୁ ଜବତ କରିବା ସହ ଡ୍ରାଇଭର ନାରାୟଣ ଗୌଡ଼ଙ୍କୁ ଗିରଫ କରିଛନ୍ତି । ତାଙ୍କ କାର୍ଯ୍ୟାଳୟ ଆଣି ଅଧିକ ତଦନ୍ତକରି କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୪/୨୦୨୨--୯,୨୦
Sakhigopal News,8/4/2022


