ads

Breaking News

ସିଂଧେକେଲା ବିଜେପି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ

Sindhkela BJP celebrates Foundation Day.

ସିନ୍ଧେକେଲା-ସିନ୍ଧେକେଲା ଶିବ ମନ୍ଦିର ପ୍ରାଙ୍ଗଣରେ ମଣ୍ଡଳ ସଭାପତି ମୁନିରାମ ନାଗଙ୍କ ନେତୃତ୍ୱ ରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏଥିରେ  ଜିଲ୍ଲା ସମ୍ପାଦକ ଅନିଲ ନାଏକ,ସିନ୍ଧେକେଲା ଜୋନର ଜିଲା ପରିଷଦ ସଦସ୍ୟ ଦାମ ସୁନା,ମଣ୍ଡଳ  ଉପସଭାପତି ରୋହିତ ସାହୁ, ଭଂଜନ ତାଣ୍ଡି, କିଶୋର ଜାଲ, ମତି ତ୍ରିପାଠୀ, ସାଧାରଣ ସମ୍ପାଦକ ଅଲେଖ ବାଗ,ଯୁବମୋର୍ଚ୍ଚା ସଭାପତି ନୌରାଜ ରଣା, ଓବିସି ମୋର୍ଚ୍ଚା ସଭାପତି ଚନ୍ଦ୍ରମଣି ହଂସ, ଏସସି ମୋର୍ଚ୍ଚl ସଭାପତି କିଶୋର ବାଗ, ଯୁବମୋର୍ଚ୍ଚା ଜିଲ୍ଲା କୋଷାଧକ୍ଷ ନୀଳାଞ୍ଚଳ ଷଡ଼ଙ୍ଗୀ, ପ୍ରକାଶ ବାଗ ତଥା ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ବଲାଙ୍ଗୀର ରୁ ଅଶୋକ ଭୋଇଙ୍କ ରିପୋର୍ଟ, ୬/୪/୨୦୨୨---- ୭,୪୦ Sakhigopal News,6/4/2022 

ads

Blog Archive