ପଥର ଟ୍ରକ ଜବତ ; ଡ୍ରାଇଭର ଫେରାର
Stone truck seized; The driver is back
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ସୁଭଶ୍ରୀ ପିୟଦର୍ଶନୀ ନନ୍ଦ ୩୧୬ନଂ ଜାତୀୟ ରଜପଥରେ ପ୍ରାଟୋଲିଂ କରୁଥିବା ସମୟରେ ଏକ ପଥର ଗାଡିକୁ ଅଟକାଇବାକୁ ସଙ୍କେତ ଦେଇଥିଲେ । ଗାଡି ଚାଳକ ଗାଡି ଅଟକାଇବା ପରେ ପରେ ଗାଡି ଛାଡି ଫେରାର ହୋଇଯାଇଥିଲା । ଶେଷରେ ପୋଲିସ ଗାଡିଟିକୁ ଜବତ କରି ଥାନାରେ ଆଣି ୧୦୪/୨୨ରେ ଏକ ମାମଲା ରୁଜ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି । ଟ୍ରକ ନଂ ଓଆର-୦୨- ବିୟୁ- ୮୫୫୯ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୪/୨୦୨୨---୬,୩୦ Sakhigopal News, 9/4/2022



