ads

Breaking News

୧୦ ଲିଟର ଦେଶୀମଦ ସହ ଲୁନା ଗାଡି ଜବତ; ଜଣେ ଗିରଫ

Luna vehicle with 10 liters of native liquor seized; One arrested.
    ଭଞ୍ଜନଗର--- ତାରସିଂ ଥାନା ଅନ୍ତର୍ଗତ କ୍ଷେତମୁଣ୍ଡୁଳି--ଗେରେଡା ଗ୍ରାମ ମଧ୍ୟ ଭାଗରେ ଦେଶୀମଦ ଲୁନାଗାଡିରେ ଧରି ଆସୁଥିବାର  ଖବର ପାଇ ତାରସିଂ ପୁଲିସ ଖବର ପାଇ ଗେରେଡା ଗ୍ରାମ ନିକଟ ନିଛାଟିଆ ରାସ୍ତାରେ ଜଗିରହିଥିଲେ  ।ଉକ୍ତଗାଡିଟି ଆସିବା କ୍ଷଣି ଗାଡିକୁ ପୁଲିସ ଅଟକାଇ ଯାଞ୍ଚ କରିବା ସମୟରେ  ଲୁନା ଗାଡିରେ୧୦ ଲିଟରରୁ ଉଦ୍ଧ ଦେଶୀମଦ ରହିଥିଲା  । ଚୋରାରେ ମଦ ଚାଲାଣ କରୁଥିବା ବ୍ୟବସାୟୀ ଗେରେଡା ଗ୍ରାମର ବଳରାମ ପ୍ରଧାନକୁ ଗିରଫ କରିଛନ୍ତି । ତାଙ୍କ ଠାରୁ ୧୦ ଲଲିଟର ଦେଶୀମଦ ସହ ଲୁନା ଗାଡିକୁ ଜବତ କରି ଥାନାକୁ ଆଣି ଅଧିକ ତଦନ୍ତକରି  ବଳରାମକୁ କୋର୍ଟ ଚାଲାଣ କରାଯାଇଥିବା  ଥାନାଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି ।

 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୩/୪/୨୦୨୨---୯,୨୦  Sakhigopal News,3/4/2022

ads

Blog Archive

Popular Posts