ସତ୍ୟବାଦୀ ସାମ୍ବାଦିକ ସଂଘ ପକ୍ଷରୁ କଳାବ୍ୟାଚ ପରିଧାନ
Wearing black patches on behalf of the Truthful Journalists Association.
ସାକ୍ଷୀଗୋପାଳ---- ବାଲେଶ୍ୱରର ନୀଳଗିରି ପୋଲିସ ଜଣେ କାର୍ଯ୍ୟରତ ସମ୍ବାଦିକ ଲୋକନାଥ ଦଳେଇଙ୍କୁ ଆକ୍ରେଶ ମୂଳକ ଭାବେ ମିଥ୍ୟା ମାମଲାରେ ଗିରଫ କରି ଗୋଡରେ ବେଡି ପକାଇଛି । ଏକ ମଟର ସାଇକେଲ ଦୁର୍ଘଟଣା ଘଟଣାରେ ସାମ୍ବାଦିକ ଶ୍ରୀ ଦଳେଇଙ୍କୁ ଗିରଫ କରି ତାଙ୍କ ଗୋଡରେ ବେଡି ପକାଇ ଆତଙ୍କବାଦୀଙ୍କ ପରି ତାଙ୍କୁ ବ୍ୟବହାର କରାଯାଇଛି । ତୁରନ୍ତ ଆନା ଅଧିକାରୀ ଦୌପଦୀ ଦାସଙ୍କୁ ଚାକିରିରୁ ବହି ଷ୍କାର ଦାବି କରବା ସହ ଏହାର ପ୍ରତିବାଦରେ ସତ୍ୟବାଦୀର ସାମ୍ବାଦିକ ମାନେ କଳାବ୍ୟାଚ ପରିଧାନ କରି ସତ୍ୟବାଦୀ ଥାନାଭାରପ୍ରାପ୍ତ ନିରିକ୍ଷକଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୪/୨୦୨୨---୫,୩୫
Sakhigopal News,8/4/2022



