ads

Breaking News

ଓଡିଶା ସ୍ୱର୍ଣ୍ଣ ରୌପ୍ୟଶିଳ୍ପୀ ମହାସଂଘର କାର୍ଯ୍ୟାଳୟ ପାଇଁ ଭୁମିପୂଜନ

 Bhumipujan for the office of the Odisha Gold and Silver Federation

ସାକ୍ଷୀଗୋପାଳ ---- ଓଡିଶା ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ମହାସଂଘର ୩୧୬ନଂ ଜାତୀୟ ରାଜପଥର ସମଯାଯପୁର ପେଟ୍ରୋଲ ପମ୍ପ ନିକଟରେ ମହାସଂଘର ଗୃହ ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଭିନ୍ନଜିଲ୍‌ଲାର କାରିଗର ଓ ସଂଘର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ସଂଘର ସଭାପତି ରମେଶଚନ୍ଦ୍ର ସାଥୁଆ, ସମ୍ପାଦକ ପ୍ରଫୁଲ କୁମାର ସାହୁ, ସହ ସମ୍ପାଦକ ଅକ୍ଷୟ କୁମାର ସାଥୁଆ, କୋଷାଧ୍ୟକ୍ଷ ଦାମେଦର ସାହୁ କାର୍ଯକାର କୋଷାଧ୍ୟକ୍ଷ ସୁରେନ୍ଦ୍ର କୁମାର ସାହୁ ଉପଦେଷ୍ଠା ଲକ୍ଷ୍ମୀଧର ସାହୁ, ବାମନ ଚରଣପୁଣ୍ଠି, ଭରତ ସାହୁ, ସର୍ଭେସାର ମିଶ୍ର, ରେଣୁବାଳା ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରରେ ଅଂଶ ଗ୍ରହଣ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସୋନପତି, ୬/୨/୨୦୨୨----୭,୩୫

ads

Blog Archive

Popular Posts