ads

Breaking News

ଦୁର୍ବୁତ୍ତ ଧାନଗଦା ଜାଲିଦେଲେ

The mischievous rice was burned
ଡେଲାଙ୍ଗ----ଗୋଡିପୁଟମାଟିଆପଡା ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମର ସୁଲୋଚନା ସ୍ୱାଇଁଙ୍କ ଏକ ଧାନଗଦାରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିଲା । ଧାନ ଗଦାଟି ଜଳିଯାଇ ହଜାର ହଜାର ଟଙ୍କାର  ଧାନ ପୋଡି ନଷ୍ଟ ହୋଇଯାଇଛି।ଏ ନେଇ ସୁଲୋଚନା ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି।ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ ଥାନାଧିକାରୀ ଅନିଲ କୁମାର ମହାନ୍ତିଙ୍କ ଠାରୁ ପ୍ରକାଶ।   ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୧/୨୦୨୨----୧୦,୧୫
 Sakhigopal News,3/1/2022


 


ads

Blog Archive