ads

Breaking News

ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଜଳିଘଲା

 ଡେଲାଙ୍ଗ--- ଡେଲାଙ୍ଗ ଥାନା ଅନ୍ତର୍ଗତ ମାଙ୍ଗୁପଡା ଗ୍ରାମର ଦଳିତ ସାହିରେ ମାନିଆ ବେହେରାଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡି ଯାଇଛି  । ଖବର ପାଇ ଡେଲାଙ୍ଗରୁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ  । ଡେଲାଙ୍ଗ  ଅତିରିକ୍ତ ତହସିଲଦାର ସମରେନ୍ଦ୍ର ଭୂତିଆ ଓ ରାଜସ୍ୱ ନୀରିକ୍ଷକ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ତଦନ୍ତ କରିଯାଇଥିବା ଜଣାପଡିଛି । ତୁରନ୍ତ ଅଗ୍ନିବିପନ୍ନ ପରିବାରଙ୍କୁ ବିଜୁ ପକ୍କା ଘର ବା ମୋ କୁଡିଆ ଯୋଜନାରେ ସାମିଲ କରିବା ପାଇଁ ଦାବୀ ହୋଉଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

 

ads

Blog Archive

Popular Posts