ବାଲିଗୁଡାରେ ବିଶ୍ବ ମନବ ଅଧିକାର ଦିବସ ପାଳନ
ବାଲିଗୁଡା---ବାଲିଗୁଡା ମାନବ ଅଧିକାର କର୍ମି ତରଫରୁ ଆନ୍ତଜାର୍ତିୟ ମାନବ ଅଧିକାର ଦିବସ ପାଳନ ହୋଇଯାଇଛି ।ଏହି ଦିବସରେ ଲୋକମାନେ କିଭଳି ଭାବରେ ମାନବ ଅଧିକାର ବଳରେ ସଠିକ୍ ନ୍ୟାୟ ପାଇପାରିବେ ତାହା ଉପରେ ମାନବ ଅଧିକାର କର୍ମିମାନେ ବୁଝାଇଥିଲେ ।ଏହି ସଚେତନତା କାଯ୍ୟକ୍ରମରେ ପଚାଶରୁ ଉଦ୍ଧ କର୍ମି ଯୋଗଦେଇଥିଲେ ।ଏହି ରାଲି ବାଲିଗୁଡା ତ୍ରିବେଦି ପାର୍କ ଠାରୁ ବାହାରି ସ୍ଥାନୀୟ କୋର୍ଟପାଖ ପଯ୍ୟନ୍ତ ଯାଇଥିଲା । ଏହି ସଚେତନତା କାଯ୍ୟକ୍ରମ ମାଧ୍ୟମରେ ଲୋକମାନେ କିଭଳି ଭାବରେ ନ୍ୟାୟ ପାଇପାରିବେ ଏହି କାର୍ଯ୍ଯକ୍ରମର ଉଦେଶ୍ୟ ଅଟେ ।
ବାଲିଗୁଡାରୁ ବନବାସି ପ୍ରଧାନ ଓ କନ୍ଧମାଳରୁ ମନୋଜ ପଣ୍ଡା


