ଶିକ୍ଷା ବିଭାଗ ଓ କ୍ରୀଡା ବିଭାଗର ବିଚିତ୍ର ନିୟମ
ସାକ୍ଷୀଗୋପାଳ --- ଶିକ୍ଷା ବିଭାଗର ବିଚିତ୍ର ନିୟମ ; ଖେଳିଲା ଜଣେ ବଛା ହେଲା ଅନ୍ୟ ଜଣେ ଏହି ସ୍ୱତନ୍ତ୍ର ରିର୍ପୋଟ ଲାଗିଛି ସାକ୍ଷୀଗୋପାଳ ନିୟୁଜ ବ୍ଳଗ ସ୍ପଟ ନ୍ୟୁଜ ହାତରେ । ବହୁ ଶିଘ୍ର ଏହାର ଅନୁସନ୍ଦାନ କରାଯାଇ ତଥ୍ୟ ଲୋକଲୋଚନକୁ ଆସିବ । ଆଜି ଏ ସମ୍ପର୍କରେ ସଠିକ ତଥ୍ୟ ଜାଣିବା ପାଇଁ ,ଜିଲ୍ଲାପାଳ ,ଉପଜିଲ୍ଲାପା. ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀଙ୍କ ସହିତ ସାକ୍ଷତା କରିବାର ରହିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


