ads

Breaking News

ଥାନା ଅଧିକାରୀ ବଦଳିରେ ପରିବର୍ତ୍ତନ

Changes in the transfer of police officers


ଓଡ଼ଗାଁ:- ବିଗତ କିଛିଦିନ ତଳେ ଓଡ଼ଗାଁ ଥାନା ଅଧିକାରୀ ପ୍ରଜ୍ଞା ପରମିତା ଜେନା ଓ ନୟାଗଡ଼ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ଙ୍କୁ ଅଦଳବଦଳ କରାଯାଇଥିଲା। ଓଡ଼ଗାଁ ଥାନା ଅଧିକାରୀ ପ୍ରଜ୍ଞା ପରମିତା ଜେନା ଙ୍କୁ ନୟାଗଡ଼ ଟାଉନ ଥାନା ଆଇଆଇସି ଭାବେ ଓ ନୟାଗଡ଼ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ଙ୍କୁ ଓଡ଼ଗାଁ ଥାନା ଅଧିକାରୀ ଭାବେ ବଦଳି କରାଯାଇଥିଲା । କିନ୍ତୁ ଏହି ବଦଳି ରେ କିଛିଟା ପରିବର୍ତ୍ତନ ହେଇଛି। ନୟାଗଡ଼ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ଙ୍କୁ ଶରଣକୁଳ ଥାନା ଆଇଆଇସି ଏବଂ ଶରଣକୁଳ ଥାନା ଅଧିକାରୀ ଶରତ ଚନ୍ଦ୍ର ପଟ୍ଟାୟତ ଙ୍କୁ ଓଡ଼ଗାଁ ଥାନା ଆଇଆଇସି ଭାବେ ବଦଳି କରାଯାଇଥିବା ଜଣାପଡିଛି। ଓଡ଼ଗାଁ ରୁ ଦୀଲ୍ଳିପ କୁମାର ବିଶୋଇ, ୧୦/୧୧/୨୦୨୧---୧୨,୩୦  
Sakhigopal News,10/11/2021

ads

Blog Archive