ads

Breaking News

ସତ୍ୟବାଦୀରେ କରୋନା ପଜେଟିଭି ସଂଖ୍ୟା ବଡିବାରେ ଲାଗିଛି; ତୁରନ୍ତ ପଦକ୍ଷେପ ନେବାକୁ ଦାବି

In the real world, the number of positives is increasing; Demands immediate action.

ସାକ୍ଷୀଗେ।।ପଳ---- ରାଜ୍ୟରେ କରୋନା ପଜେଟିଭଙ୍କ ସଂଖ୍ୟା ହୁହୁ ବଡୁଥିବା ବେଳେ ସତ୍ୟବାଦୀ ସେଥିରେ ପଛରେ ପଡିନାହିଁ । ୩ ତାରିଖରେ ଦୁଇ ଜଣ ରହିଥିବା ବେଳେ୧୦ ତାରିଖରେ ସଂଖ୍ୟା ଏବେ ୧୫ରେ ପହଞ୍ଚିଛି । ଏହା ବଡିବାର କାରଣ ହେଉଛି କେହି  ରାଜ୍ୟ ସରକାର ଲାଗୁ କରିଥିବା କୋଭିଡ ଗାଇଡି ଲାଇନି ମାନୁ ନାହାନ୍ତି । କାହାରି ମୁଁହରେ ମାସ୍କ ନାହିଁ ବା କେହି ସାମାଜିକ ଦୂରତା ରକ୍ଷା କରୁନାହାନ୍ତି । ତୁରନ୍ତ ଜନସଚେତନତା କରିବା ସହ ଧରପଗଡ ହେବାର ଆବଶ୍ୟକତା ରହିଛି ବୋଲି ସତ୍ୟବାଦୀର ବୁଦ୍ଧିଜୀବୀ ମାନେ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୧/୨୦୨୨---୭,୦୫  

 Sakhigopal News, 11/1/2022

ads

Blog Archive