ମୋ ପରିବାର ଦ୍ୱାରା ଗୁଜରାଟରୁ ପ୍ରବାସୀଙ୍କ ମରଶରୀର ଜନ୍ମମାଟିକୁ ଅଣାଗଲା
My family was brought from Gujarat to my hometown
ଗଞ୍ଜାମ-- ଗୁଜରାଟ ସିଭିଲ ହସ୍ପିଟାଲରେ ଉଚ୍ଚ ରକ୍ତଚାପ ଜନିତ ବ୍ରେନ ହାମରେଜ ରେ ମୁର୍ତ୍ତ୍ଯୃ କରିଥିଲେ ବୁଦ୍ଧିଆ ଗୌଡ଼ । ମର ଶରୀର ପାଖରେ ପରିବାର ଲୋକେ ନଥିଲେ। କି କାନ୍ଧ ଦେବାକୁ କେହିମଧ୍ୟ୍ୟ ନଥିଲେ । ଶେଷକୃତ୍ୟ ପାଇଁ ମୁଣ୍ଡମରାଇ ଗ୍ରାମର ପରିବାର ଲୋକେ ସ୍ଥାନୀୟ ନେତା ତଥା ସାନଖେମୁଣ୍ଡି ପୃର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କୁ ଦୁଃଖ ଜଣାଇଥିଲେ । ଏନେଇ ନନ୍ଦିନୀ ଦେବୀ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିବାପରେ ମୋ ପରିବାର ଟିମ ଗୁଜରାଟ ହସପିଟାଲରୁ ବୁଦ୍ଧିଆ ଙ୍କ ମର ଶରୀର କୁ ଆମ୍ବୁଲାନ୍ସ ଯୋଗେ ଗ୍ରାମକୁ ଆଣିଥିଲେ । ଏମିତି କାର୍ଯ୍ୟ କୁ ସ୍ଥାନୀୟ ଗ୍ରାମବାସୀ ମାଧ୍ୟମରେ ପ୍ରଶଂଶିତ ପାଲଟିଛନ୍ତି ବିଜେଡି ସରକାର ଓ ଶ୍ରୀମତୀ ନନ୍ଦିନୀ ଦେବୀ ।
ଧରାକୋଟରୁ କାଳୁ ଚରଣ ମହାପାତ୍ରଙ୍କ ରିପୋର୍ଟ, ୧୨/୧/୨୦୨୨----୪,୧୫
Sakhigopal News,୧12/1/2022



