ads

Breaking News

ବ୍ୟବସାୟୀଙ୍କ ଘରୁ ବନ୍ଧୁକ ମୁନରେ ଲୁଟିଲେ; ୬ ଲକ୍ଷ ଟଙ୍କା ଓ୧୦ ଭରି ସୁନା ଅଳଙ୍କାର

The gun was looted from the merchant's house; Gold jewelery worth Rs 6 lakh and Rs 10 lakh
 ବଲାଙ୍ଗୀର---- ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଡୁଙ୍ଗୁରିପାଳି ଗ୍ରାମର ବ୍ୟବସାୟୀ ଅଜିତ ସାହୁଙ୍କ ଘରେ ଡକାୟତି ହୋଇଯାଇଛି ।  ଗତକାଲି ବିଳମ୍ବିତ ରାତି ରେ ୬ ଜଣ ମୁଖାପିନ୍ଧା ଡ଼କାୟତ ଦଳ ଆସି ମାରଣାସ୍ତ୍ର ଅସ୍ତ୍ରଦେଖାଇବା ସହ ଜଣକଙ୍କୁ ଆକ୍ରମଣ କରି ଡ଼କାୟତ କରିଥିଲେ । ଘରୁ ନଗଦ ୬ ଲକ୍ଷ ଟଙ୍କା ଓ ୧୦ଭରି ସୁନା ଅଳଙ୍କାର ନେଇ ଥିବା ଅଜିତ ସଇଁତଲା ଥାନା ରେ ଅଭିଯୋଗ  ହୋଇଛି । ଅଭିଯୋଗ ପାଇବା ପରେ ସଇଁନ୍ତଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଜାରି ରଖିଛନ୍ତି । ଘଟଣାସ୍ଥଳରେ  ଟିଟିଲାଗଡ଼ SDPO ସୁରେନ୍ଦ୍ର ନାଥ ଶତପଥୀଙ୍କ  ସହ ବଲାଙ୍ଗୀରର ଫୋରେଂସିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୧୩/୧/୨୦୨୨----୯,୫୫ 

 Sakhigopal News, 13/1/2022

ads

Blog Archive

Popular Posts