ads

Breaking News

ବିଜେପି ମହିଳା ମୋର୍ଚ୍ଚ ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

 BJP women's front protests in front of the block office



ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ କାର୍ଯ୍ୟାଳୟ ଆଗରେ ବିଜେପି ମହିଳା ମୋର୍ଚ୍ଚ ପକ୍ଷରୁ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କରଙ୍କୁ ଗିରଫ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତପା ଦାବି କରି ବିକ୍ଷୋଭ  କରିଥିଲେ । ବ୍ଳକ ଛକ ନିକଟ ସ୍ୱର୍ଣ୍ଣ କଲ୍ୟାଣ ମଣ୍ଡପ ନିକଟରୁ  ରୀତା ମିଶ୍ର ଓ ସତ୍ୟଭାମା ବେହେରାଙ୍କ ନେତୃତ୍ୱରେ କିଛି ମହିଳା ପୁରୁଷ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦଶର୍ନ କରିବା ସହ ରାଜ୍ୟ ସରାକାରଙ୍କ ବିରୁଧରେ ନାରାବାଜି କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ନେତା ଓମ ପ୍ରକାଶ ମିଶ୍ର, ମଣ୍ଡଳ ସଭାପତି ଉମେଶ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, କମଳାକାନ୍ତ ମିଶ୍ର, ଦୀପକ ଶତପଥି, ଜୟପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବିଶ୍ୱଜିତି ମହାପାତ୍ର, ଶ୍ରୀଧର ବିଶ୍ୱାଳ, ଜାନକୀ ବରାଳ ପ୍ରମୁଖ ବିଜେପି କର୍ମୀ ମାନେ ବ୍ଳକ କାର୍ଯ୍ୟାଳୟ ଅଗାରେ ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୂତ୍ତିଳିକା ଦାହ କରିଥିଲେ । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଘଟଣା ସ୍ଥଳରେ ସଦଳବଳେ ଉପସ୍ଥିତ ରହିଥିଲେ । 


BJP women's front protests in front of the block office
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୧/୨୦୨୧----୯,୩୦  Sakhigopal News, 8/11/2021

ads

Blog Archive