ads

Breaking News

ପୁରୀ ହେଉ ଜଗନ୍ନାଥ ପୁରୀ ସ୍ୱର ଉଠିଲା ସତ୍ୟବାଦୀରେ

 Puri Puri Jagannath Puri's voice rose in truth


ସାକ୍ଷୀଗୋପାଳ-----ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ ପରିସରରେ   ପୁରୀ ହେଉ ଜଗନ୍ନାଥ ପୁରୀ ବୋଲି ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ସୁବାଷଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ବୈଠକ ହୋଇଥିଲା । ଆଲେଚନାଚକ୍ରରେ  ସମାଜସେବୀ, ଗବେଷକ,ସଂଗଠକ,ଶିକ୍ଷାବିତ୍ତ, ସାମ୍ବାଦିକ, ସାଂସ୍କୃତିକ ବିଭିନ୍ନ ଲୋକମାନେ ଯୋଗ ଦେଇ ପୁରୀ ହେଉ ଜଗନ୍ନାଥ ପୁରୀ ବୋଲି ମତ ପ୍ରକାଶ କରିବା ସହ ସେମାନଙ୍କର ଅନୁଭୂତି ସମ୍ପର୍କେ ମତ ପ୍ରକାଶ କରିଥିଷଲ । ଶିକ୍ଷାବିତ୍ତ ସତ୍ୟବାଦୀ ଦାଶଙ୍କ ସହିତ ସାମ୍ବାଦିକ କିଶୋର ମହାପାତ୍ର, ଅଶୋକ ବେହେରା,  ପୂର୍ଣ୍ଣାନନ୍ଦ ତ୍ରିପାଠୀ,ଅମର ଶତପଥୀ, ରାଜ କିଶୋର ସେନାପତି, ପ୍ରଶାନ୍ତ ବାରିକ,  ଧୀରେନ୍ଦ୍ର ସେନାପତିଙ୍କ ସହିତ ବିଦ୍ରିନାରାୟଣ ଖୁଣ୍ଠିଆ, ଭ୍ରମର ସ୍ୱାଇଁ, ଉପନ୍ଦ୍ରେ ବିଶ୍ୱାଳ, ନୀଳକଣ୍ଠ ବାରିକଙ୍କ ସହିତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ମାନେ ଯୋଗଦେଇ  ପୁରୀ ନାମ ଆଗରୁ ଶ୍ରୀଜଗନ୍ନାଥ ନାମ ଯୋଡା ଯିବା ଦରକାର ବୋଲି ମତ ପ୍ରକାଶ କରିଥିଲେ । ଏହି ସ୍ୱର ପ୍ରତି ଗ୍ରାମରେ ଥିବା ପରିବାର ମାନଙ୍କ କିପରି ପହଞ୍ଚି ପାରିବ ସେ ନେଇ ଆଲେଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀରୁ ବଦ୍ରି ମିଶ୍ର, ଚକ୍ରଧର ମହାପାତ୍ର, ମଧୁସୂଦନ ମିଶ୍ର, ରାଜେଶ ମହାନ୍ତ, ମନୋଜ ରଥ, ବିଶ୍ୱନାଥ ମିଶ୍ର, ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ ।


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୧୧/୨୦୨୧---୯,୩୦  

 Sakhigopal News, 10/11/2021

ads

Blog Archive