ads

Breaking News

ବାବାଙ୍କ କାରନାମା ପଦାରେ ପଡିଲା ; ବାବା ଗଲେ ଜେଲ

ପିପିଲି ------ବହୁଦିନ ପରେ ପୁଣି ବାବାଙ୍କ କାରନାମ ପଦାକୁ ଆସିଛି । ଜଣେ ନାବାଳିକାଙ୍କୁ ଅସାଦାଚରଣ କରିବା ଅଭିଯୋଗରେ ବାବା ଜେଲ ଗଲେ । ପୁଣି ବାବାଙ୍କ ଦେହରେ ଲାଗିଲା କଳା ଦାଗର ଛିଟା  । ପୁରୀ ଜିଲ୍ଲାର ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ବଜାର ନିକଟ ଏକ ବାସୁଦେବ ମଠର ମହନ୍ତ ଜଗନ୍ନାଥ ଦାଶ (୬୩) ବାବାଙ୍କୁ ପିପିଲି ପୋଲିସ ଗିରଫ କରି ତାଙ୍କୁ ପୁରୀ ସ୍ପୋଶାଲ କୋର୍ଟକୁ ପଠାଇଥିବା ଥାନା ଆଇଆଇସି ଶରତ କୁମାର ସାହୁଙ୍କ ଠାରୁ ଜଣାପଡିଛି । ତାଙ୍କୁ ଜାମିନ ନ ମିଳିବାରୁ ଜେଲ ପଠାଯାଇଥିବା ଜଣାପଡିଛି ।

 ପିପିଲିରୁ ବିଜୟ ମହାପାତ୍ର 

Baba knak

ads

Blog Archive

Popular Posts