ads

Breaking News

ନବୋଦୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ

 Congratulations to the students who have passed the Nabodaya Entrance Examination
ବରଗଡ଼----  ବରଗଡ ଜିଲ୍ଲା ଭେଡେନ ବ୍ଲକ  ରାଷ୍ଟ୍ରିୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଥୁଆପାଲି ଠାରେ ନବୋଦୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଲତାଗିରୀ ନଈ ।ଏଥିରେ ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ର ପ୍ରଥମ ଉଦ୍ୟୋକ୍ତା ଅମିୟ କୁମାର ମେହେର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ନବୋଦୟ ପରୀକ୍ଷା କୃତକାର୍ଯ୍ୟ ହୋଇଥିବା ଛାତ୍ର ହେଲେ ବରଗଡ ଜିଲ୍ଲା ରେ ୫ମ ଓ ଭେଡେନ ବ୍ଲକ ପ୍ରଥମ ସାହିଲ ନଈ, ଜିଲ୍ଲା ରେ ୨୬ତମ । ଭେଡେନ ବ୍ଲକ ରେ ଛାତ୍ରୀ ହେଲେ ସୁଶ୍ରୀ ଲିସାରାଣୀ ଦାଶ ଙ୍କୁ ସମ୍ବର୍ଦ୍ଧିତ ଜଣାଇଥିଲେ ଓ ଉକ୍ତ ଛାତ୍ରଛାତ୍ରୀ କଂ ର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଏହି ସମର୍ଦ୍ଧନା ସଭା କୁ ପରିଚାଳନା କରିଥିଲେ ଗୁରୁଜୀ ନାରାୟଣ ଓ । ଏହିସମୟରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ଯ ଲତାଗିରୀ ନଈ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୭/୨୦୨୨----୯,୧୦  Sakhigopal News 

ads

Blog Archive

Popular Posts