ads

Breaking News

ଧର୍ମ ପରାୟଣ ବ୍ୟକ୍ତି ଙ୍କ ପରଲୋକ

The afterlife of religious people

 ଭଞ୍ଜନଗର--- ସ୍ଥାନୀୟ ଥାନା ଅନ୍ତର୍ଗତବସନ୍ତ ନିଳୟ ସାହିର ଧର୍ମପରାୟଣ ବ୍ୟକ୍ତି ହାଡୁ ଭୂୟାଁ ଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଭୂୟାଁ ସ୍ଥାନୀୟ ଅଞ୍ଚଳରେ ଜଣେ ଧର୍ମପରାୟଣ,ସମାଜସେବୀ, ଭଦ୍ର ଏବଂ ଶାନ୍ତ ସ୍ଵଭାବ ର ବ୍ୟକ୍ତି ଭାବେ ପରିଚିତ ଥିଲେ । ଗତ କିଛି ଦିନଧରି ସେ  ରୋଗରେ ପୀଡିତ ଥିଲେ । ହଠାତ୍ ଗୁରୁବାର ଦିନ ତାଙ୍କର ଦେହାନ୍ତ ହୋଇଥିଲା । ପରିବାର ଓ ଗ୍ରାମବାସୀ ଙ୍କ ସହଯୋଗ ରେ ତାଙ୍କର ଶେଷକୃତ୍ୟ ବେଲଶ୍ବର ଶ୍ବାସନ ଘାଟିରେ ସମ୍ପନ୍ନ କରାଯାଇଥିଲା ।ଅନ୍ତିମ ଶଯ୍ୟା ନିକଟରେ ପୁତ୍ର ବିପ୍ର,  ଭଗବାନ, ପ୍ରକାଶ, ଅର୍ଜୁନ, ପଞ୍ଚାନନ,ଅଶୋକ। ପୁତ୍ରବଧୂ  ସ୍ବର୍ଣ୍ଣମା, ବିନୋଦିନୀ ,ତମାଳ, ରୀନା, ଆରତୀ,,ନିଲୁ ।କନ୍ୟା  ଗୀତାଞ୍ଜଳି ,ଜ୍ବାଇଁ ସଞ୍ଜୟ 
ନାତି ନାତୁଣୀ ମଞ୍ଜୁଳା, ସଚିନ, ମମତା, ଚନ୍ଦନ, ମନ୍ଥନ ,ପିଙ୍କି ,ଲିପନ,ରିଙ୍କି, ଟିକିନା, କୁନି ,ଦିବ୍ଯ, ଆନନ୍ଦ, ବିଶାଳ, ସାନ ,କୋକ, ସୌରଭ, ବବଲୁ, କୁନୁ, ଟୁନୁ ଓ ସମେତ ସଂମ୍ପର୍କୀୟ ମାନେଉପସ୍ଥିତ ଥିଲେ। ହାଡୁଙ୍କ ମୃତ୍ୟୁ ଖବର ପଚାରିତ ହେବା ପରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖୋଳି ଯାଇଥିଲା ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧/୨୦୨୨---୨,୧୫  Sakhigopal News,14/1/2022

ads

Blog Archive

Popular Posts