ବୁଢାବାହାଲ ଗ୍ରାମ ପଞ୍ଚାୟତ ସ୍ଥରୀୟ ସଂଘ କାର୍ଯ୍ୟାଳୟ ଉଦଘାଟନ
Budhabahal Gram Panchayat Level Union Office inauguration
ବଲାଙ୍ଗୀର----- ବୋଲନ୍ଗିର୍ ବୁଢାବାହାଲ ଗ୍ରାମ ପଞ୍ଚାୟତ ସ୍ଥରୀୟ ସଂଘ କାର୍ଯ୍ୟାଳୟ ବୁଢ଼ାବାହାଲ ଠାରେ ଶୁଭ ଉଦ୍ଧଘଟାନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କପିଳ ଭୋଇଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ସମ୍ମାନିତ ଅତିଥି ଭାବେ ମୃତ୍ୟୁଞ୍ଜୟ ହୋତା ଓ ମୁଖ୍ୟ ପରିଚାଳକ ଗୌରୀ ଶଙ୍କର ସାହୁ ,ଦକ୍ଷ ନଥିପତ୍ର ପରିଚାଲିକା ଗିରିଶୁତା ସାହୁ ଓ ସଭାନେତ୍ରୀ ତିଳୋତ୍ତମା ନାଗ,ସମ୍ପାଦିକା ବିଳାସିନୀ ଭୋଇ ,ପ୍ରତ୍ୟେକ ଗ୍ରାମର ଗୋଷ୍ଠୀ ସହାୟିକା ଦମୟନ୍ତୀ ସାହୁ, ହେମାନ୍ଦ୍ରି ଉଦ୍ଧଘାତା,ନିଲାନ୍ଦ୍ରି ନନ୍ଦିନୀ ସୁନା, ରତନି ଭୋଇ,ସୀମା ପୋଢ଼, ଅରୁଣା ପୁଟେଲ୍, ବଲ୍ଲଭି ରଣା,ନିରୁପମା ରଣା,ସଞ୍ଜୁ ପାଣ୍ଡେ,ସୂର୍ଯ୍ୟ କାନ୍ତି ସାହୁ,ରିଙ୍କି ସାହୁ, ଯାଜ୍ଞ ସିନି ସାହୁ,ନଳିନୀ ବକୁଳ,କମଳିନୀ ସାହୁ ଓ ଅନେକ ସ୍ଵୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ଥିଲେ ।

ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୮/୧/୨୦୨୨---୪,୫୦
Sakhigopal News,8/1/2022