ସତ୍ୟବାଦୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଖଣ୍ଡ ପକ୍ଷରୁ ଶ୍ରଦ୍ଧାଞ୍ଜଳି
Tributes from the Satyavadi Rashtriya Swayamsevak Sangh Khand.
ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଜାଗେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସତ୍ୟବାଦୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଖଣ୍ଡ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସିଡିଏସ ଜେନେରାଲ ବିପିନ ରାୱତଙ୍କ ସହିତ ତାଙ୍କ ପତ୍ନୀ ଓ ୧୩ ଜଣ ଯବାନ ଶହୀଦ ମାନଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଥବା କ୍ୟାପଟେନ ବରୁଣ ସିଂଙ୍କ ଆରୋଗ୍ୟ କାମନା କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ ।ଆକଶ ପ୍ରଧାନ, ପିୟନାଥ ପ୍ରଧାନ, ବଳରାମ ବିଶ୍ୱାଳ, ପ୍ରଶାନ୍ତ ବେହେରା, ସନ୍ତୋଷ ମହାନ୍ତି, ଦେବୀ ପ୍ରସାଦ ଦୀକ୍ଷିତ, ବୁବୁନା ମହାରଣା, ଭରତ ବାରିକ, ରମେଶ ହରିନ୍ଦନ, ପଞ୍ଚାନନ ବିଶ୍ୱାଳ ଓସବିତା ବିଶ୍ୱାଳ ଓ ସଂଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧୨/୨୦୨୧---୯,୧୦
Sakhigopal News, 13/12/2021


