ads

Breaking News

ଅତାବିରା ଯୁବ କଂଗ୍ରେସ ର ପକ୍ଷରୁ ଏକ ସାଂଗଠନିକ ବୈଠକ

An organizational meeting on behalf of the Atabira Youth Congress.
 ଭେଡେନ----- ବରଗଡ ଜିଲ୍ଲା ଅତାବିରା ବ୍ଲକ ଝିଲିମିନଂଡା ପଞ୍ଚାୟତ ର ଜାଫରଟିକରା ଠାରେ ଅତାବିରା ଯୁବ କଂଗ୍ରେସ ର ପକ୍ଷରୁ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଜିତେନ୍ଦ୍ର ପୋଢ ଯୋଗ ଦେଇଥିଲେ। ଜାଫରଟିକରା ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।ଆଗାମୀ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ରେ ଠୁଲୁ ଦୀପ, ଚାଇନା ଦୀପ, ରାଜିବ ଦୀପ, ସୁଦାମ ଦୀପ, ଜଗନ୍ନାଥ ଦୀପ, ସୁରେନ ଭେସରା, ଅଭି ମହାନଂଦ, ଟୁଲୁ ସୁନା ପ୍ରମୁଖ ଉପସ୍ଥିତ ଥିଲେ। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୭/୧୨/୨୦୨୧----୯,୩୫    Sakhigopal News7/12/2021

ads

Blog Archive