ads

Breaking News

କୁଇନ୍ସ ମଶାଲା ଶୋଭାଯାତ୍ରାକୁ ସତ୍ୟବାଦୀରେ ସ୍ୱାଗତ

Welcome to the Queens Spice Parade.


 ସାକ୍ଷୀଗୋପାଳ ---- ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ କୁଇନ୍ସ ମଶାଲ ଶୋଭାଯାତ୍ରାକୁ ସତ୍ୟବାଦୀରେ ସ୍ପାଗତ କରାଯାଇଛି ।  ସତ୍ୟବାଦୀ ବ୍ଳକ ଛକ ନିକଟରେ ବିଡିଓ କ୍ଷୀରୋଦ କୁମାର ବେହେରା, ଜିପିଓ ଦାୟତ୍ୱରେ ଥିବା ସୌଭାଗ୍ୟ କର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଣି  ବନଲତା ପ୍ରଧାନ, ସତ୍ୟବାଦୀରେ ବିଭିନ୍ନ ଗଣପ୍ରତିନିଧି  ଓସତ୍ୟବାଦୀ ଥାନା ପକ୍ଷରୁ  ଏଏସଆଇ ବୈଷ୍ଟବ ମହାରଣା ସଦଳବଳେ ରାଜ୍ୟଗୋଷ୍ଠୀ କ୍ରୀଡା ମଶାଲକୁ ଫୁଲତେଡା ଦେଇ ସ୍ୱାଗତ କରିଥିଲେ । ଏହି ମଶାଲା ଶୋଭାଯାତ୍ରାରେ ସାମିଲ ହୋଇଥିବା ବିଭିନ୍ନ ଅଧିକାରୀ ମାନଙ୍କୁ ହାତ ହଲାଇ ସ୍ୱାଗତ କରାଯାଇଥିଲା ।
 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧/୨୦୨୨---୬.୫୦   

Sakhigopal News , 15/1/2022

ads

Blog Archive

Popular Posts