ଅନୁସୂଚିତ ଜନଜାତି ଙ୍କୁ ସୁଯୋଗ ଦେବାକୁ ଦାବି
Demands to give opportunities to Scheduled Tribes
ଭଞ୍ଜନଗର – ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଅନୁସୂଚିତ ଜନଜାତି ଙ୍କୁ ସୁଯୋଗ ଦେବାକୁ ଦାବିକରି ଗଂଜାମ ଜିଲ୍ଲା ଭଞ୍ଜନଗର ଠାରେ ଅନୁସୁଚିତ ଜନଜାତି ସଂଘ ଏବଂ ବିଜେପି ପକ୍ଷରୁ ପ୍ରତିବାଦ ରାଲି ଓ ଦାବୀପତ୍ର ପ୍ରଦାନ କରାଯାଇଛି । ବହୁ ସଂଖ୍ୟକ ଆଦିବାସୀ ଓ ବିଜେପି ନେତା ଙ୍କ ସମର୍ଥନ ରେ ଭଂଜନଗର ସହର ପରିକ୍ରମା କରି ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ । ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୧/୨୦୨୨---- ୯,୫୫ Sakhigopal News,7/1/2022



