ads

Breaking News

ଦକ୍ଷତା ବୃଦ୍ଧି ତାଲିମ୍ ଶିବିର

Capacity building training camp


ବରଗଡ଼ -ଓଡିଶା ସରକାର ଓ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଦିନ ଦୟାଲ ଉପାଧ୍ୟାୟ ଗ୍ରମୀଣ କୈଶଲ୍ୟ ଯୋଜନାର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅତାବିରା ବ୍ଳକ ଅନ୍ତର୍ଗତ ଟାମ୍ପାରସରା ଗ୍ରାମ ପଞ୍ଚାୟତ ର ବେକାର ଯୁବକ ଯୁବତୀ ମାନଙ୍କୁ ନେଇ ବିଭିନ୍ନ କର୍ମ ନିଯୁକ୍ତି ତଥା ମାଗଣା ତାଲିମ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରକାଶ ଥାଉକି ଏହା ଓରମାସ ଦ୍ଵାରା ପରିଚାଳିତ ତାଲିମ ଶିବିରରେ ୨୦ ଜଣ ଯୁବତୀ ଯୋଗଦାନ କରିଥିଲେ, କାଯ୍ୟକ୍ରମ DDU-GKY ର ଗୋଷ୍ଟୀ ସଗଠକ  ହରିପ୍ରିୟା ମହାନନ୍ଧ କାଯ୍ୟକ୍ରମରେ ସହଯୋଗ କରିଥିଲେ।ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ କାର୍ଯକ୍ରମ ରେ ଯୋଗଦାନ କରି ବେକାର ଯୁବକ ଯୁବତୀ ମାନଙ୍କୁ ସତେତନ କରିବା ସହିତ ସରକାରଙ୍କ ଏହି ଯୋଜନା ବିଷୟରେ ଆଲୋଚନା କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୧/୧୨/୨୦୨୧---୯,୩୦  Sakhigopal News 11/12/2021

ads

Blog Archive