ads

Breaking News

ଆଞ୍ଚଳିକ ଲୋକ ସମ୍ପର୍କ ଅନୁଷ୍ଠାନ ଆମର ଗାଁ କୁଇଜ୍ କାର୍ଯ୍ୟକ୍ରମ

The Regional Public Relations Institute is our village quiz program

 ବରଗଡ଼---- ଵରଗଡ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ପପଙ୍ଗା କଲୋନୀ ଛକରେ ଆମର ଗାଁ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାଗ ନେଇ ଅତିକମରେ ୫ଟିପ୍ରଶ୍ନ ର ଠିକ୍ ଉତ୍ତର ଦେଇ ସିରିଜ ନମ୍ବର ରଖିଛନ୍ତି ରୋଜାଲିନ ତ୍ରିପାଠୀ, ରାଜକୁମାର ମହାକୁର,ଶୁଚିସ୍ମୀତା ପଣ୍ଡା, ସୁଷମା ମଞ୍ଜରୀ ‌ଦାଶ, ଗୋପାଳ ଚନ୍ଦ୍ର ପଣ୍ଡା।
                  ଲଗାତାର କୁଇଜ୍ କାର୍ଯ୍ୟକ୍ରମରେ ଭାଗ ନେଇ ୫ଟା କୁଇଜ୍ ନମ୍ବର ରଖିକରି ସିରିଜ ବିଜେତା ହେଇଛନ୍ତି ରୋଜାଲିନ ତ୍ରିପାଠୀ ଓ ଲଗାତାର କୁଇଜ୍ କାର୍ଯ୍ୟକ୍ରମ ରେ ଭାଗ ନେଇ ୧୦ଟି କୁଇଜ୍ ନମ୍ବର ରଖିକରି ସୁପର ସିରିଜ ବିଜେତା ହେଇଛନ୍ତି ଶୁଚିସ୍ମୀତା ପଣ୍ଡା, ସୁଷମା ମଞ୍ଜରୀ ‌ଦାଶ , ଗୋପାଳ ଚନ୍ଦ୍ର ପଣ୍ଡା।
         
  ଆଞ୍ଚଳିକ ଲୋକ ସମ୍ପର୍କ ଅନୁଷ୍ଠାନ ଆମର ଗାଁ କୁଇଜ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସତ୍ୟନାରାୟଣ ପଧାନ ଓ ସମ୍ପାଦନା କରିଥିଲେ ନାରାୟଣ ଭୋଇ । ସହଯୋଗ କରିଥିଲେ ଚିନ୍ତାମଣି ମହାଲିଙ୍ଗ ଓ ଅନୁଷ୍ଠାନ ର ସମସ୍ତ ସଦସ୍ୟ ମାନେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୧/୧୨/୨୦୨୧-----୯,୫୦
 Sakhigopal News,11/12/2021

ads

Blog Archive